ଉଷସୀଙ୍କୁ ଆକ୍ରମଣ ଘଟଣା ନେଲା ନୂଆ ମୋଡ଼: ପାଲଟା ଅଭିଯୋଗ ଆଣିଲେ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ମାଡ଼ ମରାଯିବା ଘଟଣାକୁ ୪ ଦିନ ହୋଇଗଲାଣି। ଉଷସୀ ଏନେଇ ଥାନାରେ ଅଭିଯୋଗ କରିବା ସହ ବୁଧବାର ରାଜ୍ୟ ସିନେକଳାକାର ସଂଘ ଏକ ସାମ୍ବାଦିକ ସମ୍ମଳନୀ ମଧ୍ୟ ଡାକିଥିଲେ। ମାତ୍ର ଗୁରୁବାର ଏହି ଘଟଣା ନୂଆମୋଡ଼ ନେଇଛି। ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଉଷସୀଙ୍କ ବିରୋଧରେ ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ … Continue reading ଉଷସୀଙ୍କୁ ଆକ୍ରମଣ ଘଟଣା ନେଲା ନୂଆ ମୋଡ଼: ପାଲଟା ଅଭିଯୋଗ ଆଣିଲେ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ